ମାର୍‌ପିଟ୍‌ କରି ଡାକ୍ତର ଗିରଫ

ମାର୍‌ପିଟ୍‌ କରି ଡାକ୍ତର ଗିରଫ

YouTube

ସମ୍ବଲପୁର : କୁନ୍ତରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ପଲ୍ଲବୀ ଯୋଶୀଙ୍କୁ ମାରପିଟ୍‌ କରିଥିବା ଅଭିଯୋଗରେ ପୁଲିସ ଗିରଫ କରିଛି।

ସୂଚନାନୁଯାୟୀ, ଅଇଁଠାପାଲି ଥାନା କାଇଁସିର ରୋଡ୍‌ର ସହଦେବ ମିଶ୍ରଙ୍କ ଘରେ ପଶି ସେ ବୁଧବାର ଭଙ୍ଗାରୁଜା କରିଥିଲେ। ଘରେ ଥିବା ସହଦେବଙ୍କ ପୁଅ ସୁବ୍ରତ ମିଶ୍ରଙ୍କୁ ମାରପିଟ୍‌ କରିଥିଲେ। ଅଇଁଠାପାଲି ଥାନାରେ ଏଭଳି ଅଭିଯୋଗ କରିଛନ୍ତି ସହଦେବ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗୁରୁବାର ଅଭିଯୁକ୍ତ ଡାକ୍ତର ପଲ୍ଲବୀ ଯୋଶୀଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe