ଝାରସୁଗୁଡା: ମଂଗଳବାର ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ୍ ବିଭାଗ ଦ୍ବାରା ଗିରଫ ହୋଇଥିବା ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାର ଅଧୀକ୍ଷକ ତଥା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାଶଙ୍କୁ ରାତିରେ ସମ୍ବଲପୁର ଭିଜିଲାନ୍ସ୍ କୋର୍ଟର ହାଜର କରାଯାଇଥିଲା। କୋର୍ଟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ଡାକ୍ତରଙ୍କୁ ବିଚାର ବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଅଭିଯୁକ୍ତ ଡାକ୍ତରଙ୍କ ଘର ଖାନତଲାସି ଜାରି ରହିଛି।
ହାଜତରେ ଡାକ୍ତର
Advertisment
Follow Us