ଡକ୍ଟର୍‌ ଚିତ୍ତରଞ୍ଜନ ତ୍ରିପାଠୀ ବିପିୟୁଟିର ନୂତନ କୁଳପତି

Advertisment
ଡକ୍ଟର୍‌ ଚିତ୍ତରଞ୍ଜନ ତ୍ରିପାଠୀ ବିପିୟୁଟିର ନୂତନ କୁଳପତି

Image Courtesy of Google site

ଭୁବନେଶ୍ୱର: ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର୍‌ ଏସ୍‌ ସି ଜମିର୍‌ ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି।

ସମ୍ପ୍ରତି ଶ୍ରୀ ତ୍ରିପାଠୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ରୂପେ କାର୍ଯ୍ୟ କରିଛନ୍ତି। ଡିନ୍‌, ପ୍ରିନ୍‌ସିପାଲ୍‌ ଏବଂ କୁଳପତି ଭାବେ ତାଙ୍କର ୧୧ ବର୍ଷର ଅଭିଜ୍ଞତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe