କରୋନାରେ ଆଖିବୁଜିଲେ ଡା. ଦିଲୀପ ଷଡ଼ଙ୍ଗୀ

Advertisment
କରୋନାରେ ଆଖିବୁଜିଲେ ଡା. ଦିଲୀପ ଷଡ଼ଙ୍ଗୀ

ବଲାଙ୍ଗୀର : ବଲାଙ୍ଗୀର ସାଗରପଡ଼ାନିବାସୀ ଡା. ଦିଲୀପ ଷଡ଼ଙ୍ଗୀ(୫୬ବର୍ଷ)ଙ୍କ ପରଲୋକ ଘଟିଛି। ସେ ରାକ୍ସିମୁଣ୍ଡା ପିଏଚ୍‌ସିରେ ଆୟୁର୍ବେଦିକ ଡାକ୍ତର ଭାବରେ କାର୍ଯ୍ୟରତ ଥିଲେ। ସେ କରୋନା ଆକ୍ରାନ୍ତ ହୋଇଥିଲେ। ପରିବାରବର୍ଗ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ଭର୍ତ୍ତି କରିବାକୁ ନେଉଥିଲେ। ରାସ୍ତାରେ ତାଙ୍କ ପରଲୋକ ଘଟିଥିବା ତାଙ୍କ ବନ୍ଧୁ ଡା. ପ୍ରକାଶ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe