ଡାକ୍ତର ଦିଲ୍ଲୀପ ପରିଡ଼ାଙ୍କୁ ଏମ୍‌ସ ଅଧୀକ୍ଷକ ଦାୟିତ୍ବ

Advertisment
ଏମ୍‌ସ ଭୁବନେଶ୍ୱରରେ ଲୋ ଭିଜନ୍‌ କ୍ଲିନିକ୍‌: ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି ରୋଗୀଙ୍କ ପାଇଁ ଉପାଦେୟ ହେବ

currentaffairs.adda247.com

ଭୁବନେଶ୍ବର : ଏମ୍‌ସ ଅଧୀକ୍ଷକ ଭାବରେ ରେଡିଏସନ ଅଙ୍କୋଲୋଜି ବିଭାଗ ଏଚଓଡି ଡାକ୍ତର ଦିଲ୍ଲୀପ ପରିଡ଼ାଙ୍କୁ ଦାୟିତ୍ବ ଦିଆଯାଇଛି। ଅଧୀକ୍ଷକ ଏସ୍‌ ଏନ୍‌ ମହାନ୍ତିଙ୍କୁ ଓଡ଼ିଶା ସରକାର ଡିଏମ୍‌ଇଟି ଭାବରେ ବଦଳି କରିବା ପରେ ତାଙ୍କୁ ଏହି ଦାୟିତ୍ବ ମିଳିଛି। ଡାକ୍ତର ଦିଲ୍ଲୀପ ପରିଡ଼ା ଏମ୍‌ସ ଭୁବନେଶ୍ବର ଆରମ୍ଭ ହେବା ଦିନ ଠାରୁ ଏହି ବିଭାଗ କାର୍ଯ୍ୟ କରିବା ସହିତ ସୁନାମ ଅର୍ଜନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe