ମାଲକାନଗିରି: ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ହୃଦ୍ଘାତ ହୋଇଛି। ନିଜେ ଚାଲିଗଲେ ମଧ୍ୟ ସେ ୨୫ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି।
ବିଜୟନଗରମରୁ ମାଲକାନଗିରି ଆସୁଥିବା ଓଡ଼ିଶା ରାଜ୍ୟ ପରିବହନ ବିଭାଗର ବସ୍ର ଡ୍ରାଇଭେର ପି.ସାଇକୃଷ୍ଣ କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ସେ ଉପସ୍ଥିତ ବୁଦ୍ଧି ଖଟାଇ ରାସ୍ତା କଡ଼ରେ ବସ୍ଟିକୁ ରଖିଦେଇ ଥିଲେ।
ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ
ଆହୁରି ପଢ଼ନ୍ତୁ:President at Jharsuguda: ଝାରସୁଗୁଡାରେ ପହଞ୍ଚିଲେ ରାଷ୍ଟ୍ରପତି
ଅନ୍ୟ ଜଣେ ଅତିରିକ୍ତ ଡ୍ରାଇଭର କର୍ମଚାରୀ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ସୂଚନା ପାଇବା ପରେ ରୁରନ୍ତ କୋରାପୁଟକୁ ଆସି ପରେ କଣ୍ଡକ୍ଟରଙ୍କ ସହିତ ଅଟୋ ସାହାଯ୍ୟରେ ମେଡ଼ିକାଲ କଲେଜକୁ ନେଇଥିଲେ।
-ମାଲକାନଗିରି: ଚଳନ୍ତା ବସରେ ଡ୍ରାଇଭରଙ୍କ ହୃଦଘାତ
— Sambad (ସମ୍ବାଦ) (@sambad_odisha) November 20, 2025
-ହୃଦଘାତରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ
-ନିଜେ ଚାଲିଗଲେ ,ବଞ୍ଚାଇ ଦେଲେ ୨୫ ଯାତ୍ରୀଙ୍କ ଜୀବନ
-ବିଜୟନଗରମରୁ ମାଲକାନଗିରି ଆସୁଥିବା ଓଏସଆରଟିସି ବସରେ ଅଘଟଣ#Malkangiri#OSRTCBus#Odisha#Sambadpic.twitter.com/kJsbroPQ2a
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭେରଙ୍କ ମୃତ୍ୟୁ ହୋଇଥିଲା। ଡ୍ରାଇଭେରଙ୍କ ଘର ମାଲକାନଗିରିରେ ବୋଲି ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ:Low Pressure Over Bay Of Bengal: ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ପ୍ରେମେନ୍ଦ୍ର କୁମାର ପରିଚ୍ଛା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/20/driver-dies-of-heart-attack-on-moving-bus-25-passengers-saved-2025-11-20-12-36-29.jpg)