ଇଟାଗଦାରେ ପିଟି ହେଲା ଗାଡ଼ି: ଚାଳକ ଓ ସହାୟକଙ୍କ ମୃତ୍ୟୁ

Advertisment
ଡୁଙ୍ଗୁରିପାଲି: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ଦୁଇ ଆହତ

new indian express

ବରଗଡ଼: ବରଗଡ଼ ଜିଲ୍ଲାର ପଦ୍ମପୁର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏତିରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,ଏକ ପିକ ଅପ ଭ୍ୟାନ୍ ଇଟାଗଦାରେ ପିଟି ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ଚାଳକ ଓ ସହାୟକଙ୍କ ମୃତ୍ୟୁ ଘଟିଥିଲା।

ଗାଡ଼ିରେ କାଠପଟା ଭର୍ତ୍ତି ହୋଇ ସୋହେଲାରୁ ପଦ୍ମପୁରକୁ ଯାଉଥିଲା। ଖବର ପାଇ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe