Advertisment

ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ

Advertisment
ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ

WorldPlaces.Org

ନର୍ଲା: ନର୍ଲା ବ୍ଲକ୍‌ ଘୋଡ଼ବନ୍ଧ ଗ୍ରାମପଞ୍ଚାୟତର ଯୋଡ଼ାବନ୍ଦ ଗ୍ରାମର ବୈଶାଖୁ ବଗର୍ତ୍ତୀ (୫୫ବର୍ଷ) ସନ୍ଦୁଲ ନଦୀରେ ଭାସି ନିଖୋଜ ହୋଇଯାଇଛନ୍ତି।

ଶୁକ୍ରବାର ଏହି ଗ୍ରାମର ୭ଜଣ ବ୍ୟକ୍ତି ସନ୍ଦୁଲ ନଦୀର ଆରପାରିକୁ ଗାଈ ଚରାଇବାକୁ ଯାଇଥିଲେ। ଅପରାହ୍ଣ ୪ଟାରେ ଘରକୁ ଫେରୁଥିବା ବେଳେ ନଦୀରେ ଅଚାନକ ପାଣି ଆସିଯିବାରୁ ବୈଶାଖୁ ଭାସି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe