ଦେବଗଡ଼ରେ ମୃଦୁ ଭୂମିକମ୍ପ ଅନୁଭୂତ!

Advertisment
ଦେବଗଡ଼ରେ ମୃଦୁ ଭୂମିକମ୍ପ ଅନୁଭୂତ!

Image Source: World Atlas

ଦେବଗଡ଼: ବୁଧବାର ରାତି ୧୧: ୪୫ରୁ ୧୨: ୦୦ ମଧ୍ୟରେ ମୃଦୁ ଭୂକମ୍ପନ ଅନୁଭୂତ ହୋଇଥିବା କଥା କୁହାଯାଉଛି।

ପାଖାପାଖି ୨ ରୁ ୩ ସେକେଣ୍ଡ୍‌ ପାଇଁ ଭୂକମ୍ପନ ଅନୁଭବ କରିଥିବା କଥା ଲୋକେ କହୁଛନ୍ତି। ଏଥିରେ କିଛି କ୍ଷୟକ୍ଷତି ହୋଇଥିବାର ଖବର ଆସିନାହିଁ।

ଜୁନ୍‌ ୧୯ ଓ ୨୪ ତାରିଖରେ ମଧ୍ୟ ଦେବଗଡ଼ରେ ଭୂମିକମ୍ପ ହୋଇଥିବା କଥା ଲୋକେ କହୁଥିଲେ।

ଗତକାଲିକୁ ମିଶାଇ ଦେବଗଡ଼ରେ ଗୋଟିଏ ସପ୍ତାହ ମଧ୍ୟରେ ତିନି ଥର ଭୂକମ୍ପନ ଅନୁଭୂତ ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe