ଦେବଗଡ଼ରେ ମୃଦୁ ଭୂମିକମ୍ପ

Advertisment
ଦେବଗଡ଼ରେ ମୃଦୁ ଭୂମିକମ୍ପ

123RF.com

ଦେବଗଡ଼ : ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଦେବଗଡ଼ ଜିଲ୍ଲାରେ ୨ ସେକେଣ୍ଡ ପାଇଁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଦେବଗଡ଼ ସହର ସମେତ ତିଲେଇବଣୀ ବ୍ଲକ ଅଞ୍ଚଳରେ ଏହା ଅନୁଭୂତ ହୋଇଥିବା ବେଳେ ୬ ଦିନ ବ୍ୟବଧାନରେ ଦ୍ବିତୀୟ ଭୂମିକମ୍ପକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ ଗତ ୧୯ ତାରିଖ ଅପରାହ୍ଣ ପ୍ରାୟ ୫.୪୯ ମିନିଟରେ ସମଗ୍ର ଜିଲ୍ଲାରେ ୪ ସେକେଣ୍ଟର ଧରି ଭୂମିକମ୍ପର ଝଟ୍‌କା ଅନୂଭୂତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe