ମାଇକ୍ରୋଫାଇନାନ୍ସ ଚିଟ୍‌ଫଣ୍ଡ କେଳେଙ୍କାରୀ ମାମଲା : ୮୯ କୋଟି ଆଟାଚ କଲା ଇଡି

Advertisment
ଚିଟଫଣ୍ଡ କମ୍ପାନୀର ଜବତ ଜମି ବିକ୍ରି ମସୁଧା, ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର : ମାଇକ୍ରୋଫାଇନାନ୍ସ ଚିଟ୍‌ଫଣ୍ଡ କେଳେଙ୍କାରୀ ମାମଲାରେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ(ଇଡି) ପକ୍ଷରୁ ୮୮ କୋଟି ୯୯ ଲକ୍ଷ ଟଙ୍କା ଜବତ କରାଯାଇଛି । ପ୍ରାୟ ୧୫୦ରୁ ଅଧିକ ଆକାଉଣ୍ଟରେ ଏହି ଟଙ୍କା ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe