ତୁଷୁରା ଧାନଘରା ସ୍ଥିତ ତେଲନଦୀ ବ୍ରିଜ ଉପରୁ ଡେଇଁ ବୃଦ୍ଧ ମୃତ

Advertisment

ତୁଷୁରା ଧାନଘରା ସ୍ଥିତ ତେଲନଦୀ ବ୍ରିଜ ଉପରୁ ଡେଇଁ ରବିବାର ଜେଣ ବୃଦ୍ଧକର ମୃତ୍ୟୁ ଘଟିଛି। ରବିବାର ପୂର୍ବାହ୍ନ ୧୦ଟା ସମୟରେ ଧାନଘରାର ଜଣେ ବୃଦ୍ଧ ତେଲ ନଦୀ ବ୍ରିଜ ଉପରୁ ଡେଇଁ ନିଜ ଜୀବନ ନେଇଛନ୍ତି...

ତୁଷୁରା ଧାନଘରା ସ୍ଥିତ ତେଲନଦୀ ବ୍ରିଜ ଉପରୁ ଡେଇଁ ରବିବାର ଜେଣ ବୃଦ୍ଧକର ମୃତ୍ୟୁ ଘଟିଛି। ରବିବାର ପୂର୍ବାହ୍ନ ୧୦ଟା ସମୟରେ ଧାନଘରାର ଜଣେ ବୃଦ୍ଧ ତେଲ ନଦୀ ବ୍ରିଜ ଉପରୁ ଡେଇଁ ନିଜ ଜୀବନ ନେଇଛନ୍ତି...

Elderly man dies after jumping from Telanadi bridge in Tusura Dhanghara

Elderly man dies after jumping from Telanadi bridge in Tusura Dhanghara

ତୁଷୁରା: ବଲାଙ୍ଗୀର ଜିଲ୍ଲା  ତୁଷୁରା ଧାନଘରା ସ୍ଥିତ ତେଲନଦୀ ବ୍ରିଜ ଉପରୁ ଡେଇଁ ରବିବାର ଜେଣ ବୃଦ୍ଧକର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରବିବାର ପୂର୍ବାହ୍ନ ୧୦ଟା ସମୟରେ ଧାନଘରାର କୀର୍ତି ରଣା ବୟସ ୭୫ ତେଲ ନଦୀ ବ୍ରିଜ ଉପରୁ ଡେଇଁ ନିଜ ଜୀବନ ନେଇଛନ୍ତି।

ଗତ କାଲି ତାଙ୍କ ପଡୋଶୀଙ୍କ ସହ କିଛି କଥାକୁ ନେଇ ତାଙ୍କର କଳି ହେବା ସହିତ ମାଡ଼ ଗାଳି ହୋଇଥିଲା। ଦିନକ ପରେ ବୃଦ୍ଧ ଜଣକ ଆସି ବ୍ରିଜ ଉପରୁ ଡେଇଁ ଥିବା କୁହାଯାଉଛି। ସୂଚନା ପାଇ ତୁଷୁରା ପୁଲିସ ଓ ଗୁଡଭେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅରବିନ୍ଦ ବିଶ୍ବାଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe