ଭୁବନେଶ୍ବର : ଆଜି ରାତି ପ୍ରାୟ ସାଢ଼େ ୯ଟାରେ ଜାତୀୟ ନିର୍ବାଚନ କମିସନର ଅଶୋକ ଲାଭାସାଙ୍କ ନେତୃତ୍ବରେ ୬ଜଣିଆ ଦଳ ତିନିଦିନିଆ ଗସ୍ତରେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତିି। ଦଳରେ ଉପ ନିର୍ବାଚନ କମିସନର ଚନ୍ଦ୍ରଭୂଷଣ କୁମାର, ଡିଜି ଉପନିର୍ଦେଶକ(ଖର୍ଚ) ଡି.କେ.ଶର୍ମା, ସେଫାଳୀ ଶରନ୍(ପିଆଇବିର ଏଡିଜି), ନିର୍ଦେଶକ ନିଖିଲ କୁମାର ଓ ସଚିବ ରାକେଶ କୁମାର ସାମିଲ ହୋଇଛନ୍ତି। ୧୫ ତାରିଖରେ କମିସନର ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ବରରେ ନିର୍ବାଚନ କମିସନର
Advertisment
Follow Us