ହାତୀ ଆକ୍ରମଣରେ ଜଣେ ଗୁରୁତର

ହାତୀ ଆକ୍ରମଣରେ ଜଣେ ଗୁରୁତର

World Wildlife Fund

କାମାକ୍ଷାନଗର: ହାତୀ ଆକ୍ରମଣରେ ଜଣେ ଗୁରୁତର | ପ୍ରଥମେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଆହତଙ୍କୁ ଭର୍ତ୍ତି କରଯାଇଥିବା ବେଳେ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l ଆହତଜଣଙ୍କ ହେଲେ ବାରିହାପୁର ଗ୍ରାମର କାଳନ୍ଦୀ ସାହୁ (୫୮ବର୍ଷ) |

publive-image

ଆଜି ଦିନ ୧୦ଟା ବେଳକୁ ବାରିହାପୁରରୁ ବସୋଇ ସାଇକେଲରେ ଯାଉଥିବା ବେଳେ ଜଙ୍ଗଲ ନିକଟରେ ହାତୀ ସହ ମୁହାଁମୁହିଁ ହୋଇ ଯାଇଥିଲେ କାଳନ୍ଦୀ । ହାତୀ ଆକ୍ରମଣ କରିବା ପରେ ସେହି ରାସ୍ତାରେ ଯାଉଥିବା ଲୋକମାନେ ଉଦ୍ଧାର କରି ତାଙ୍କୁ ମେଡ଼ିକାଲ ପଠାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe