ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଗାତରେ ପଡ଼ି ଚାଲିଗଲା ଗର୍ଭବତୀ ହାତୀର ଜୀବନ

ଖୋର୍ଦ୍ଧା: ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରେ ଶୁକ୍ରବାର ଦିନ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଖୋର୍ଦ୍ଧା ଡ଼ିଏଫଓ ପୂର୍ଣ୍ଣିମା ପଣ୍ଡିଆନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ତେବେ ଏ ନେଇ ଡ଼ିଏଫଓ ଶ୍ରୀମତୀ ପାଣ୍ଡିଆନଙ୍କୁ ପଚାରିବାରୁ ପୁରୁଷ ଦନ୍ତା ହାତୀର ବୟସ ଆନୁମାନିକ ୨୫-୩୦ ବର୍ଷ ହେବ ଏବଂ ଘଟଣାର ତଦନ୍ତ ଜାରି ରହିଛି। ତେବେ ଶବ ବ୍ୟବଛେଦର ରିପୋର୍ଟ ଆସିଲାପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡ଼ିଏଫଓ ଶ୍ରୀମତୀ ପାଣ୍ଡିଆନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe