ଉଲୁଣ୍ଡା : ପଣ୍ଡିକିଟାଲରେ ଘର ଭାଙ୍ଗିଲେ ହାତୀ

Advertisment
ବନ୍ୟଜନ୍ତୁଙ୍କ ସହ ମୁହାଁମୁହିଁ: ୪ ବର୍ଷରେ ଗଲାଣି ୫ଶହ ଜୀବନ, ବିକଳାଙ୍ଗ ହେଲେଣି ହଜାରେରୁ ଅଧିକ

image source-newspost

ଉଲୁଣ୍ଡା : ଉଲୁଣ୍ଡା ରେଞ୍ଜ ପଣ୍ଡିକିଟାଲ୍‌ ଗ୍ରାମରେ ଶୁକ୍ରବାର ହାତୀ ଜଣଙ୍କ ଘର ଭାଙ୍ଗିଦେଇ ଧାନ ଖାଇ ଦେଇଥିବା ଅଭିଯୋଗ ହୋଇଛି। ରାତି ୧୨ ଟାରେ ଗ୍ରାମର ଦିଲେଶ୍ଵର କର୍ଣ୍ଣଙ୍କ ଏକ ନଡ଼ା ଘରକୁ ହାତୀ ଭାଙ୍ଗିଦେଇ ୨ବସ୍ତା ଧାନ ଖାଇ ଦେଇଥିବା ଜଣାପଡ଼ିଛି। ସେହିପରି ଦିଲ୍ଲୀପ ଭୋଇଙ୍କ ବାଡ଼ିରେ ଆଖୁ ଗଛ ଖାଇ ଜଙ୍ଗଲକୁ ପଳାଇଥିଲେ। ଏକ ଦନ୍ତା ହାତୀ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛି ବୋଲି ବନପାଳ ଦୀନେଶ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe