ଧାନତଳି ନଷ୍ଟ କଲେ ହାତୀ

Advertisment
ଧାନତଳି ନଷ୍ଟ କଲେ ହାତୀ

ଘଟଗାଁ: ଘଟଗାଁ ବ୍ଲକ୍‌ ପୁରୁମୁଣ୍ଡା ଗ୍ରାମରେ ଦୁଇଦିନ ହେବ ହାତୀପଲ ପଶି ଧାନତଳି ନଷ୍ଟ କରିଛନ୍ତି। ଗତକାଲି ଏକ ୧୦ଟିକିଆ ହାତୀପଲ ଗ୍ରାମର ମହେନ୍ଦ୍ର ମହାନ୍ତଙ୍କ ଜମିରେ ପଶି ଧାନତଳି ନଷ୍ଟ କରିଛନ୍ତି। ମହେନ୍ଦ୍ରଙ୍କ ଜମିର ଆଖପାଖରେ ଥିବା ଜମିରେ ପଶି ଧାନତଳି ଦଳିଚକଟି ନଷ୍ଟ କରିଦେଇଛନ୍ତି।

ହାତୀପଲଙ୍କ ଘଉଡ଼ାଇବା ପାଇଁ ଚାଷୀମାନେ ବିଲ ପାଖ ଗଛ ଉପରେ ମଞ୍ଚା ବାନ୍ଧି ରାତି ଉଜାଗର ହୋଇ ଜଗି ବସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe