ଖଡ଼ିଆଳ/ମ.ରାମପୁର, ୧୯/୧୧ (ଇମିସ): ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ଚିତାବାଘ ନଖ ଓ ୨ଟି ହାତୀଦାନ୍ତ ଜବତ କରିବା ସହିତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ସିନାପାଲି ବ୍ଲକ୍ ସଦର ଗ୍ରାମ କାପସିର ଧନେଶ୍ଵର ମେହେର (୪୫) ଗଣ୍ତାବାହାଲି ଗ୍ରାମର ମନୋଜ ମେହେର (୪୨) ଏବଂ କଳାହାଣ୍ଡି ଜିଲ୍ଲା ମ.ରାମପୁର ଅନ୍ତର୍ଗତ ଟୁରଚି ଗ୍ରାମର ନୂଆଖାଉ ବାଗ (୬୦) ଓ ତାଙ୍କ ପୁଅ ଚିତ୍ରସେନ ବାଗ (୩୨)।
ହାତୀ ଦାନ୍ତ, ଚିତାବାଘ ଜବତ
Advertisment
Follow Us