କରଞ୍ଜିଆ ଛାଡ଼ି ଦୁଧିଆଣି ବନଖଣ୍ଡକୁ ପଶିଲେ ହାତୀପଲ

Advertisment
କରଞ୍ଜିଆ ଛାଡ଼ି ଦୁଧିଆଣି ବନଖଣ୍ଡକୁ ପଶିଲେ ହାତୀପଲ

ସିଙ୍ଗଡ଼ା: କରଞ୍ଜିଆ ବନାଞ୍ଚଳ ଛାଡ଼ି ଦୁଧିଆଣି ବନାଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ ଗତକାଲି ରାତିରେ ପଶିଥିବା ଜଣାପଡ଼ିଛି। ୭ ଦିନ ଧରି ଦରି, ମତ୍ତା, ଡୁମୁରିଆ, କାଠକରଞ୍ଜିଆ, ରସମତଳା, କାଦଡିଆ, କୁଳିପୋଷି, ହାତସାଲବେଡ଼ା ପ୍ରଭୃତି ସ୍ଥାନରେ ଉପଦ୍ରବ କରିଥିଲେ।

ପରେ ଗତକାଲି ରାତିରେ ଦୁଧିଆଣି ବନାଞ୍ଚଳର ହାତୀମୁଣ୍ଡି ଜଙ୍ଗଲରେ ଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜଙ୍ଗଲ ବିଭାଗ ଗଜସାଥୀ, ଜଙ୍ଗଲ ସୁରକ୍ଷା ସମିତି ସଭ୍ୟ ଏବଂ ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe