ଖୋର୍ଦ୍ଧାରେ ଖଣି ଓ ଡ୍ରଗ ମାଫିଆଙ୍କ ସହ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫର ଗୁଳି ବିନିମୟ, ଜଣେ ଗିରଫ

Advertisment
ପଂଜାବରେ ସ୍କୁଲ୍‌ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା

Korada

ଖୋର୍ଦ୍ଧା : ଶନିବାର ରାତିରେ ଖୋର୍ଦ୍ଧା ଜିଲ୍ଲାର ଏଲ୍‌ଆଇସି ପଡିଆ ନିକଟରେ ଘଟିଛି ଏନ୍‌କାଉଣ୍ଟର। ଖଣି ଓ ଡ୍ରଗ ମାଫିଆଙ୍କ ସହ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫର ଗୁଳି ବିନିମୟ ଘଟିଛି। ଏଥିରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ୨ରୁ ୩ ଜଣ ଅଧିକାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ରୁ ୪ ଜଣ ଲୁଚି ରହିଥିବା ଆଶଙ୍କା କରାଯାଉଛି। ଲୁଚି ରହିଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe