କରୋନାରେ ଇଞ୍ଜିନିୟରଙ୍କ ମୃତ୍ୟୁ

Advertisment
କରୋନାରେ ଇଞ୍ଜିନିୟରଙ୍କ ମୃତ୍ୟୁ

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବଡ଼ ଫଟାମୁଣ୍ଡା ଗ୍ରାମର ଇଞ୍ଜିନିୟର ରାଜେନ୍ଦ୍ର ଦିଶ୍ରି(୫୨)ଙ୍କ ଶୁକ୍ରବାର ଅପରାହ୍‌ଣ ୨ଟାରେ ବେଙ୍ଗାଲୁରୁରେ ପରଲୋକ ହୋଇଯାଇଛି। ସ୍ବର୍ଗତ ଦିଶ୍ରି ସେଠାରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ପତ୍ନୀ ଓ ଦୁଇ ଝିଅ ସହ ରହୁଥିଲେ। ସେ କରୋନାରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ବରଗଡ଼ରୁ ତାଙ୍କ ଶଳା ବେଙ୍ଗାଲୁରୁ ଯିବା ପରେ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାଯାଇଛି। ସ୍ବର୍ଗତ ଦିଶ୍ରିଙ୍କ ମୃତ୍ୟୁରେ ଫଟାମୁଣ୍ଡା ଗ୍ରାମରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe