ଇଭିଏମ୍ ଅଚଳ: ଭୋଟରଙ୍କ ହଙ୍ଗାମା ମହିଳା ପ୍ରିଜାଇଡିଂ ଅଫିସର ଚେତା ହରାଇଲେ, ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି

Advertisment
ଇଭିଏମ୍ ଅଚଳ: ଭୋଟରଙ୍କ ହଙ୍ଗାମା ମହିଳା ପ୍ରିଜାଇଡିଂ ଅଫିସର ଚେତା ହରାଇଲେ, ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି

ସୁନ୍ଦରଗଡ଼ : ଓଡ଼ିଶାର ୫ ଲୋକସଭା ଆସନ ୩୫ଟି ବିଧାନସଭା ଆସନରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି ଦେଖାଯିବା ଯୋଗୁ ମତଦାନରେ ବିଳମ୍ବ ହୋଇଛି। ଏହିକ୍ରମରେ ସୁନ୍ଦରଗଡ଼ ପୌରାଞ୍ଚଳରେ ୨୧୧ନମ୍ବର ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ମତଦାନ ବିଳମ୍ବ ହୋଇଥିଲ।

publive-image

ଏହାକୁ ନେଇ ସ୍ଥାନୀୟ ଲୋକେ ହୋହଲ୍ଲା କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ‌ଭୋଟରଙ୍କ ହଙ୍ଗାମା ଦେଖି ଜଣେ ମହିଳା ପ୍ରିଜାଇଡିଂ ଅଫିସର ଭୟଭୀତ ହୋଇପଡ଼ିଥିଲେ। ଅଚେତ ହୋଇ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe