ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ କରୋନା

ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ କରୋନା

photo-twitter

ଝାରସୁଗୁଡ଼ା : ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଶ୍ରୀମତୀ ପଣ୍ଡା ଆଜି ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ୍‌ରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି। ତାଙ୍କ ସଂପର୍କରେ ଆସିଥିବା ବନ୍ଧୁ ଓ ଶୁଭେଚ୍ଛୁ  ନିଜକୁ ହୋମ୍‌ କ୍ବାରାଣ୍ଟିନ୍‌ରେ ରଖିବା ସହିତ ଆବଶ୍ୟକ ହେଲେ ପରୀକ୍ଷା କରେଇ ନେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe