ଓଏଏସ୍‌ ସ୍ତରରେ ଅଦଳବଦଳ

Advertisment
୬ ଉପଦେଷ୍ଟାଙ୍କୁ ପ୍ରମୁଖ ସଚିବ ପାହ୍ୟା

ଭୁବନେଶ୍ବର : ଓଏଏସ୍ ସ୍ତରରେ ବୁଧବାର ଅଦଳବଦଳ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳସଚିବ ତଥା ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ସୀତାରାମ ପଟେଲଙ୍କୁ ଆଇଜି (କାରାଗାର) ଭାବେ ବଦଳି ହୋଇଛି। ସେହିପରି ସମ୍ବଲପୁର ମହାନଗର ନିଗମର ପୂର୍ବତନ କମିସନର ଅନିରୁଦ୍ଧ ପ୍ରଧାନଙ୍କୁ ସମ୍ବଲପୁରସ୍ଥିତ ଆର୍‌ଡିସି କାର୍ଯ୍ୟାଳୟର ଏଲ୍ଏଆର୍‌ଆଣ୍ଡ୍‌ଆର୍‌ ଅଥରିଟିର କୁଳସଚିବ, ଗଞ୍ଜାମର ଡେପୁଟି କଲେକ୍ଟର ବିଜୟାନନ୍ଦ ସେଠୀଙ୍କୁ ପାଟଣାଗଡ଼ ଉପଜିଲ୍ଲାପାଳ, ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଡୁଙ୍କୁ ମାଲକାନଗିରି ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe