କନିଷ୍ଠ ବର୍ଗ ଓଏଏସ୍‌ ସ୍ତରରେ ଅଦଳବଦଳ

Advertisment
୬ ଉପଦେଷ୍ଟାଙ୍କୁ ପ୍ରମୁଖ ସଚିବ ପାହ୍ୟା

ଭୁବନେଶ୍ବର : ଆଜି କନିଷ୍ଠ ବର୍ଗ ଓଏଏସ୍‌ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଉପଜିଲ୍ଲାପାଳ, ତହସିଲଦାର, ବିଡିଓ ଓ ଅନୁସଚିବ ପଦବିରେ ଥିବା ୧୩ ଜଣ ଅଧିକାରୀଙ୍କ ବଦଳି ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe