Advertisment

ପୁଣି ୧୫ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

Advertisment
ପୁଣି ୧୫ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

କଣ୍ଟାମାଳ : ଶନିବାର ମନମୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଡିଗି ସଂରକ୍ଷିତ ଜଙ୍ଗଲରୁ ଅବକାରୀ ବିଭାଗ, ବନ ବିଭାଗ ଓ ରାଜସ୍ବ ବିଭାଗ ମିଳିତ ଚଢଉ କରି ପ୍ରାୟ ୧୫ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କରି ପୋଡି ଦେଇଥିବା ଜଣାପଡ଼ିଛି। ଚଢ଼ଉରେ ଅବକାରୀ ନିରୀକ୍ଷକ ସାଗରିକା ପ୍ରଧାନ, ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ରୂପେଶ ମହାନ୍ତି, ମନମୁଣ୍ଡା ଅବକାରୀ ଅଧିକାରୀ ରୂପେଶ ମୁଖୀ, କଣ୍ଟାମାଳ ଅବକାରୀ ଅଧିକାରୀ ଭଗବାନ ମହାନନ୍ଦିଆଙ୍କ ସମେତ ବିଭିନ୍ନ ବିଭାଗ ୨୦ରୁ ଊର୍ଦ୍ଧ୍ବ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe