ଅର୍ଥ ଆତ୍ମସାତ ଅଭିଯୋଗରେ ସରକାରୀ ଚାକିରିରୁ ବରଖାସ୍ତ ହେଲେ ଜଳସଂପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ଅର୍ଥ ଆତ୍ମସାତ ଅଭିଯୋଗରେ ସରକାରୀ ଚାକିରିରୁ ବରଖାସ୍ତ ହେଲେ ଜଳସଂପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

odishasuntimes.com

ଭୁବନେଶ୍ୱର: ଜଳସଂପଦ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର ଚୌଧୁରୀଙ୍କୁ କଟକ ସ୍ୱତନ୍ତ୍ର ନ୍ୟାୟାଧୀଶ (ଦୁର୍ନୀତି ନିବାରଣ)ଙ୍କ ପକ୍ଷରୁ ଅର୍ଥ ଆତ୍ମସାତ ଅଭିଯୋଗରେ ଉଭୟ ଜେଲ୍‌ ଏବଂ ଆଥର୍କ ଜରିମାନାରେ ଦଣ୍ଡିତ କରାଯାଇଛିା ଦୁର୍ନୀତି ବିରୁଦ୍ଧରେ ଦଣ୍ଡାଦେଶ ଶୁଣାଣି ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଜଳସଂପଦ ବିଭାଗ ପକ୍ଷରୁ ମଧ୍ୟ ତାଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରାଯାଇଛିା ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ଅଭିଯାନ ଏବଂ ଏ ଦିଗରେ ଥବା ଶୂନ ସହନଶୀଳତା ଆଭିମୁଖ୍ୟ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ
କରାଯାଇଛିା

ଚୌଧୁରୀ ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ରେ ଷ୍ଟାଇପେଣ୍ଡାରୀ ଇଂଜିନିୟର ଭାବେ ନିଯୁକ୍ତ ଥଲୋ ତାଙ୍କ ନାମରେ ସାଂସଦ ପାଣ୍ଠି ବିନିଯୋଗରେ ନିର୍ମିତ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ ୧୦,୧୯୭ ଟଙ୍କାର ମିଥ୍ୟା ବିଲ୍‌ ପ୍ରସ୍ତୁତ ଅଭିଯୋଗ ଥଲାା ଏହି ଅଭିଯୋଗର ଶୁଣାଣି କରି ସ୍ୱତନ୍ତ୍ର ନ୍ୟାୟାଧୀଶ (ଦୁର୍ନୀତି ନିବାରଣ) ତାଙ୍କୁ ଦଣ୍ଡିତ କରିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe