ବିଜେପୁରରେ ଗୁଳିମାଡ

Advertisment
ବିଜେପୁରରେ ଗୁଳିମାଡ

ବରଗଡ: ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁରର ପଡାଛକରେ ଥିବା ମନୋରଞ୍ଜନ ମେହେରଙ୍କ ଘରକୁ ଗୁଳି ମାଡ ହୋଇଛି । ସୂଚନା ଅନୁଯାୟୀ ମେହେରଙ୍କ ଘରକୁ ତିନି ରାଉଣ୍ଡରୁ ଅଧିକ ଗୁଳି ମାଡ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଜେପୁର ଇଲେକସନ୍‌ ପୂର୍ବରୁ ଗୁଳିମାଡ ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe