‘ଫନି’ ଦ୍ୱାରା ପ୍ରଭାବିତ ହୋଇଛନ୍ତି କି? ଜାଣନ୍ତୁ ଆପଣଙ୍କ ଅଞ୍ଚଳର ହେଲ୍‌ପଲାଇନ୍‌ ନମ୍ବର

‘ଫନି’ ଦ୍ୱାରା ପ୍ରଭାବିତ ହୋଇଛନ୍ତି କି? ଜାଣନ୍ତୁ ଆପଣଙ୍କ ଅଞ୍ଚଳର ହେଲ୍‌ପଲାଇନ୍‌ ନମ୍ବର

ଭୁବନେଶ୍ୱର: ଶୁକ୍ରବାର ସକାଳୁ ସାମୁଦ୍ରିକ ଝଡ଼ ‘ଫନି’ର ତାଣ୍ଡବ ଆରମ୍ଭ ହେବା ପରେ ଓଡ଼ିଶାକୁ ଛାରଖାର କରି ଦେଇଛି। ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ଆମ ରାଜ୍ୟ ଆଉ ଏକ ମହାବାତ୍ୟା ସହ ମୁକାବିଲା କରିଛି। ତେବେ ଏହି ବାତ୍ୟାରେ ସବୁଠାରୁ ବେଶି ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକ।

ରାଜ୍ୟ ସରାକାରଙ୍କ ତତ୍ପରତା ହେତୁ ‘ଫନି’ ଆରମ୍ଭ ହେବା ପୂର୍ବରୁ ବହୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯିବାରୁ ବିଶେଷ ଜୀବନ ହାନୀ ଘଟିନାହିଁ। ଏହା ସହ ବିଭିନ୍ନ ଅଞ୍ଚଳ ପାଇଁ ହେଲ୍‌ପଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି। ତେବେ, ଚାଲନ୍ତୁ ଜାଣିବା କେଉଁ ଅଞ୍ଚଳ ପାଇଁ କେଉଁ ହେଲ୍‌ପଲାଇନ୍‌ ନମ୍ବର ରହିଛି।

ଭୁବନେଶ୍ୱର: (୦୬୭୪-୨୩୦୩୦୬୦, ୨୩୦୧୫୨୫, ୨୩୦୧୬୨୫)
ଖୋର୍ଦ୍ଧା ରୋଡ: (୦୬୭୪-୨୪୯୦୦୧୦, ୨୪୯୨୫୧୧, ୨୪୯୨୬୧୧)
ସମ୍ବଲପୁର: (୦୬୬୩-୨୫୩୨୨୩୦, ୨୫୩୩୦୩୭, ୨୫୩୨୩୦୨)
ପୁରୀ: (୦୬୭୫୨-୨୨୫୯୨୨)
ଭଦ୍ରକ: (୦୬୭୮୪-୨୩୦୮୨୭)
କଟକ: (୦୬୭୧-୨୨୦୧୮୬୫)
ବ୍ରହ୍ମପୁର: (୦୬୮୦-୨୨୨୯୬୩୨)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe