Image Courtesy of India Today
କାଳିଆପାଣି : ରେଙ୍ଗାଲି ବାମ କେନାଲ ପାଣିରେ ବୁଡ଼ି ସ୍ଥାନୀୟ ଜଣେ ଭାଗଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ଖଣିଅଞ୍ଚଳ ଉପକଣ୍ଠ ଅନଳ ଗାଁର ଶ୍ରୀଧର ସେଠୀଙ୍କ ପୁଅ ଅନ୍ତର୍ଯ୍ୟାମୀ(୩୯)। ରବିବାର କ୍ଷେତରୁ ଫେରି ଗାଧୋଉଥିବା ବେଳେ ଅସାବଧାନତାରୁ ତାଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ।
ପ୍ରତ୍ୟକ୍ଷଦର୍ଶୀମାନେ ଖୋଜାଖୋଜି କରିବାରେ ତାଙ୍କ ମୃତଦେହ ମିଳିଥିଲା।
Follow Us