ଜୁଲାଇ ୧୫ରୁ ଚାଷୀ ପଞ୍ଜୀକରଣ

Advertisment
ରାଜ୍ୟରେ ୭୫% ନାମମାତ୍ର ଚାଷୀ

kaliaportal.odisha.gov.in

ଭୁବନେଶ୍ବର : ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଜୁଲାଇ ୧୫ ତାରିଖରୁ ଚାଷୀ ପଞ୍ଜୀକରଣ ହେବ। ଏହା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ସବୁ ଚାଷୀ ନିଜ ମୋବାଇଲ ନମ୍ବର ଦେବେ। ଜମି ମାଲିକଙ୍କ ଅନୁମତି ନେଇ ଭାଗଚାଷୀ ମଧ୍ୟ ନିଜ ଜମି ପଞ୍ଜୀକରଣ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe