ଭଦ୍ରକ: ବିଲରେ ବିଷ ପିଇ ଯୁବଚାଷୀଙ୍କ ଆତ୍ମହତ୍ୟା

Advertisment
ଭଦ୍ରକ: ବିଲରେ ବିଷ ପିଇ ଯୁବଚାଷୀଙ୍କ ଆତ୍ମହତ୍ୟା

ଭଦ୍ରକ: ପୁଣି ଆତ୍ମହତ୍ୟା କରିଛନ୍ତି ଚାଷୀ। ନିଜ ଧାନ ବିଲରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି  ଯୁବଚାଷୀ ସୌମେନ୍ଦ୍ର ମହାନ୍ତି। ଫସଲ ନଷ୍ଟ ହୋଇଥିବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଏପରି ପଦକ୍ଷେପ ନେଇଛନ୍ତି ବାସୁଦେବପୁର ବ୍ଲକ ଅନ୍ତର୍ଗତ ରହିମପୁର ଗାଁର ଏଇ ଯୁବଚାଷୀ। ରାଜ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହାର ନିରାକରଣ କରାଯାଇ ପାରୁନାହିଁ। ଋଣ ଭାରରେ ବୁଡ଼ି ରହିଥିବା ଚାଷୀମାନେ ଫସଲ ନଷ୍ଟ ହୋଇଗଲେ କିମ୍ବା ଭଲ ନ ହେଲେ ଆତ୍ମହତ୍ୟାର ରାସ୍ତା ଅବଲମ୍ବନ କରୁଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe