ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ହାତୀ ଫସଲ ଉଜାଡ଼ିବାରୁ ଚାଷୀଙ୍କ ଆତ୍ମହତ୍ୟା!

marathi.netive.in

ବରଗଡ଼ : ଋଣ ଭାର ଯୋଗୁଁ ବରଗଡ଼ ଜିଲ୍ଲାରେ ପୁଣି ଚାଷୀ ଆ‌ତ୍ମହତ୍ୟା ଅଭିଯୋଗ ହୋଇଛି। ଅତାବିରା ବ୍ଳକ୍‌ ଅନ୍ତର୍ଗତ ହିଲ୍ଲିପାଲି ପଞ୍ଚାୟତ ଟାଙ୍ଗରଟିକ୍ରାର ଚାଷୀ ବୃନ୍ଦାବନ ଭୁଏ (୬୨) ମଂଗଳବାର କୀଟନାଶକ ପିଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ଦେଢ଼ଟା ବେଳେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଛି।

ପରିବାର ଲୋକଙ୍କ କହିବା ଅନୁସାରେ, ବୃନ୍ଦାବନ ଗତ ଋତୁରେ ପ୍ରାୟ ୧୦ ଏକର ନିଜ ଜମିରେ ଧାନଚାଷ କରିଥିଲେ। କିନ୍ତୁ ଟୋକନ୍‌ ସମସ୍ୟା କାରଣରୁ ତାଙ୍କର ଶହେ ବସ୍ତା ଧାନ ଶେଷ ଯାଏଁ ବିକ୍ରି ହୋଇନଥିଲା। ଅବିକ୍ରି ଧାନ ଖଳାରେ ପଡ଼ି ନଷ୍ଟ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe