ସମ୍ବଲପୁର : ପୁଅ ମାଡ଼ରେ ବାପା ମୃତ

Advertisment
୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ସମ୍ବଲପୁର : ପୁଅର କାଠପଟା ମାଡ଼ରେ ବାପା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଅଇଁଠାପାଲି ଥାନା ଟିପୁପଡ଼ାଠାରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତି ୮ଟା ୩୦ ସମୟରେ ବାଲେଶ୍ବର ଖୁଡିଆ(୨୩) କୁସୁନା ପିଇ ନିଜ ଭଉଣୀ ସହ ଝଗଡ଼ା କରିଥିଲା। ଏହି ସମୟରେ ତାର ବାପା ଭଗବାନ ଖୁଡିଆ(୫୫) ଅଟକାଇବାରୁ ତାଙ୍କ ମୁଣ୍ଡକୁ ଏକ କାଠ ପଟାରେ ମାରିଥିଲା। ଏଥିରେ ଭଗବାନ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ଅଇଁଠାପାଲି ପୁଲିସ ବାଲେଶ୍ବରକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe