ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣା, ପ୍ରେମିକା ଅଟକ

Advertisment
ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

କେନ୍ଦୁଝର/ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ ଗତ ୨୧ ତାରିଖ ରାତିରେ ଦମ୍ପତି ଉଗ୍ରେସ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ପଲେଇ ଘରେ  ଶୋଇଥିବା ବେଳେ ବାହାର ପଟୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଏଥିରେ ଉଭୟ ଆହତ ହୋଇଥିବା ବେଳେ ପତ୍ନୀ ଜୟନ୍ତୀ ପଲେଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ।  ଘଟଣାରେ ସଂପୃକ୍ତ ଅଭିଯୋଗରେ ଆଜି ପୁଲିସ  ଉଗ୍ରେସେନର ପ୍ରେମିକାକୁ ଝୁମ୍ପୁରା ବସଷ୍ଟାଣ୍ଡରୁ ଉଠାଇ ଆଣି ଅଟକ ରଖିଛି।  ୨୨ ତାରିଖ ରାତିରେ କଟକ ବଡ଼ ଡ଼ାକ୍ତରଖାନାରେ ଜୟନ୍ତୀ ମୃତ୍ୟୁବରଣ କରିଥିବାବେଳେ ସ୍ୱାମୀ ଉଗ୍ରେସେନ ପଲେଇକୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe