ଦୁୁଇ ପରିବାର ମଧ୍ୟରେ ମାରପିଟ, ଜଣେ ମୃତ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ହାଟଡିହି: ସୋସୋ ଥାନା ବାଲିବରେଇ ପଞ୍ଚାୟତ ଅଧୀନ ସାରୁକୋଣା ଶାସନ ଗ୍ରାମରେ ଆଜି ସନ୍ଧ୍ୟାରେ ଦୁଇ ପରିବାର ମଧ୍ୟରେ ମାର୍‌ପିଟ୍‌‌ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଦ୍ମନାଭ ମହାନ୍ତି (୬୦)। ପଦ୍ମନାଭଙ୍କ ପରିବାର ସହ ଗ୍ରାମର ଅନ୍ୟ ଏକ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲ।

ପରେ ଏହା ସଂଘର୍ଷର ରୂପ ନେଇଥିଲା। ମାର୍‌ପିଟ୍‌ ବେଳେ ପଦ୍ମନାଭଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe