ଫିଟ୍‌ଜି ନାମଲେଖା ପରୀକ୍ଷା ଫେବ୍ରୁଆରି ୪ରେ

Advertisment
ଫିଟ୍‌ଜିର ଆଇଆଇଟି ଜିନିଅସ୍‌ ସ୍କଲାରସିପ୍‌

ଭୁବନେଶ୍ୱର: ଫିଟ୍‌ଜି ପକ୍ଷରୁ ଆସନ୍ତା ଫେବ୍ରୁଆରି ୪ରେ ଆଡ୍‌ମିସନ୍‌ ଟେଷ୍ଟ ଅନୁଷ୍ଠିତ ହେବ। ଜେଇଇ ଆଡ୍‌ଭାନ୍ସ, ଜେଇଇ ମେନ୍‌ ସହ ବିଭିନ୍ନ ପ୍ରତିଯୋଗିତାମୂଳକ ଏବଂ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ କରିବା ପାଇଁ ଏହି ପରୀକ୍ଷା ଉଦ୍ଧିଷ୍ଟ । ଏହି ପରୀକ୍ଷା ନିମନ୍ତେ ପଞ୍ଚମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଏଥିରେ ପଞ୍ଜୀକରଣ ପାଇଁ ମୂଲ୍ୟ ୭୦୦ ଟଙ୍କା ରହିଛି। ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ସୁଯୋଗ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe