କୋଇଡା ଜ୍ୟୋତି ଏଣ୍ଟରପ୍ରାଇଜେର୍ସରେ ଅଗ୍ନିକାଣ୍ଡ

କୋଇଡା ଜ୍ୟୋତି ଏଣ୍ଟରପ୍ରାଇଜେର୍ସରେ ଅଗ୍ନିକାଣ୍ଡ

iStock

କୋଇଡା: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଓଏମଏମ ଛକରେ ଥିବା ‌ଜ୍ୟୋତି ଏଣ୍ଟରପ୍ରାଇଜେର୍ସରେ ସୋମବାର ରାତିରେ ନିଆଁ ଲାଗି ଯାଇଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି। ନିଆଁ ଲାଗିବା ପରେ ଆଖପାଖ ଅଞ୍ଚଳ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ତତକ୍ଷଣାତ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ କେମିତି ଲାଗିଛି, କେତେ କ୍ଷତି ହୋଇଛି ତାହାର ତଦନ୍ତ କରାଯାଉଛି ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe