ଭୂଷଣରେ ଅଗ୍ନିକାଣ୍ଡ

Advertisment
ଭୂଷଣରେ ଅଗ୍ନିକାଣ୍ଡ

କଣ୍ଟାବଣିଆ : ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ସ୍ଥିତ ଭୂଷଣ କାରଖାନାର ପାଓ୍ଵାର ପ୍ଲାଣ୍ଟ କନଭେର ବେଲ୍‌ଟରେ ଆଜି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ଅପରାହ୍‌ଣ ପ୍ରାୟ ସାଢ଼େ ୧ଟାରେ ଘଟଣା ଘଟିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଭୂଷଣ କାରଖାନା ସମେତ ବାହାର ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe