ଗଞ୍ଜାମ/ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସ୍ଥିତ ଶ୍ରୀଲକ୍ଷ୍ମୀ ଜୁଏଲର୍ସରେ ଆଜି ରାତି ୧୧ଟାରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ବୁଗୁଡ଼ା ଅଗ୍ନଶିମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଛନ୍ତି। ଦୋକାନ ସମ୍ମୁଖରେ ଲାଗିଥିବା ଲିଚୁମାଳରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିବା ନେଇ ଜଣାପଡ଼ିଛି। ନିଆଁରେ ଦୋକାନର ସମ୍ମୁଖ ଭାଗ ଜଳି ଯାଇଛି ।
ଜୁଏଲାରୀରେ ଅଗ୍ନିକାଣ୍ଡ, ଲିଚୁମାଳରୁ ସର୍ଟ ସର୍କିଟ୍ ହୋଇ ଲାଗିଲା ନିଆଁ
Advertisment
Follow Us