Hindustan Times
ସମ୍ବଲପୁର: ଆଜି ପୁଣି ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରେ ନିଆଁ ଲାଗିଛି। ସନ୍ଧ୍ୟା ସମୟରେ ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରେ ଲାଗିଥିବା ଦେଖିବାକୁ ମିଳିଥିଲା। ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଗଛଲତା ପୋଡ଼ି ନଷ୍ଟ ହୋଇଯାଇଛି।
ଗତକାଲି ପ୍ରଥମେ ହୀରାକୁଦ ପାର୍ଶ୍ଵ ବିହାରୀପଡ଼ା ନିକଟରେ ନିଆଁ ଲାଗିଥିବା ବେଳେ ପୁଣି ସନ୍ଧ୍ୟା ସମୟରେ ରାଜପଥ ପାର୍ଶ୍ଵରେ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀ ଓ ବନ ବିଭାଗର କର୍ମଚାରୀମାନେ ଦୀର୍ଘ ୪ ଘଣ୍ଟା ପରେ ନିଆଁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ଆଜି ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଛି।
Follow Us