ନିଆଁ ଲାଗି ଜଳିଗଲା ଧାନମଡା ଯନ୍ତ୍ର

Advertisment
ନିଆଁ ଲାଗି ଜଳିଗଲା ଧାନମଡା ଯନ୍ତ୍ର

ସୁନ୍ଦରଗଡ: ଆଜି ସକାଳେ ଵାଲିଶଙ୍କରା ବ୍ଲକ୍ ରାମପୁର ପଞ୍ଚାୟତ ଧୁଡିନୂଆଗାଁରେ ଧାନମଡା ଯନ୍ତ୍ର ନିଆଁ ଲାଗି ଜଳି ଯାଇଛି। ରାସ୍ତାକଡ଼ରେ ଧାନ ମଡାଇବାବେଳେ ଅଚାନକ ଯନ୍ତ୍ରରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ କରିପାରି ନଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚିଲା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe