ଭଦ୍ରକ: ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ତେବେ ଏକ ବଡ଼ ଦୁର୍ଘଟଣାରୁ ତୀର୍ଥଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି । ବସ୍ରେ ୪୦ ଜଣ ତୀର୍ଥଯାତ୍ରୀ ଥିଲେ।
ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥର ନାଲାଙ୍ଗ ଛକ ନିକଟରେ ପୁରୀ ଅଭିମୁଖେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ପଛରେ ନିଆଁ ଲାଗିଯାଇଥିଲା।
ଅଧିକ ପଢ଼ନ୍ତୁ: 'ପୁଷ୍ପା-୨' ନିର୍ଦ୍ଦେଶକ ସୁକୁମାରଙ୍କ ଘରେ ଚଢାଉ କଲା ଆୟକର ବିଭାଗ
ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ବସ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ଏକ ବସ୍ରେ ୪୦ ଜଣ ତୀର୍ଥଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଛି।
ଅଧିକ ପଢ଼ନ୍ତୁ: ମାଲକାନଗିରି ଲ୍ୟାମ୍ପସ ମାଣ୍ଡିଆ ମଣ୍ଡି ଆରମ୍ଭ ନେଇ ବିଳମ୍ବ ଯୋଗୁ ଦଲାଲ ସକ୍ରିୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/22/uzQHuSPeK2UuJc8QwrEO.jpg)