ସାଲିମାର ଏକ୍ସପ୍ରେସ୍‌ରେ ନିଆଁ

Advertisment
ସାଲିମାର ଏକ୍ସପ୍ରେସ୍‌ରେ ନିଆଁ

ଭଦ୍ରକ: ହାଓଡ଼ାରୁ ବିଶାଖାପାଟଣା ଯାଉଥିବା ସାଲିମାର୍‌ ଏକ୍ସପ୍ରେସ୍‌ (୨୨୮୫୩)ରେ ଆଜି ରାତି ପ୍ରାୟ ୧୧ଟା ୫ରେ ନିଆଁ ଲାଗି ଯାଇଥିଲା। ଟ୍ରେନ୍‌ଟି ଭଦ୍ରକ ଷ୍ଟେସନ୍‌ ଅତିକ୍ରମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଏସ୍‌-୧ ଓ ଏସ୍‌-୨ ବଗିରୁ ଧୂଆଁ ବାହାରିବା ସହ ନିଆଁ ଜଳିଥିଲା। ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ​ଯାଞ୍ଚ କରିବାରୁ ଜଣାଯାଇଥିଲା ଯେ ବଗିର ଚକ ଜାମ୍‌ ହୋଇଯାଇଥିବାରୁ ଏହି ଅଘଟଣ ଘଟିଥିଲା। ପରେ ଟ୍ରେନ୍‌ଟି ପ୍ରାୟ ଅଧଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳକୁ ଯାତ୍ରାରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe