ସମଲେଶ୍ୱରୀ ଖୋଲାମୁହଁ ଖଣିରେ ନିଅାଁ

ସମଲେଶ୍ୱରୀ ଖୋଲାମୁହଁ ଖଣିରେ ନିଅାଁ

ବ୍ରଜରାଜନଗର : ଏମସିଏଲ ପରିଚାଳିତ ଇବଭ୍ୟାଲି ଖଣିକ୍ଷେତ୍ରର ସମଲେଶ୍ୱରୀ କୋଇଲା ଖଣିରେ ନିଅାଁ ଲାଗିଛି। ଏବେ ବର୍ଷା ପାଗରେ ଗଚ୍ଛିତ ରଖାଯାଇଥିବା କୋଇଲା ଜଳୁଥିବା ଦେଖାଯାଇଛି। କୋଇଲା ଗଦାରେ ହୁ ହୁ ନିଅାଁ ଜଳୁଛି। ଫଳରେ କୋଇଲାର ମାନ ଖରାପ ହେଉଥିବା ସହ ବାହ୍ୟ ତାପମାତ୍ରା ଏବଂ ପ୍ରଦୂଷଣ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ବଢ଼ୁଛି। ଏହାକୁ ନିୟନ୍ତ୍ରଣ କରିବା ଦିଗରେ କର୍ତୃପକ୍ଷ କୌଣସି ସଚେତନତା ପଦକ୍ଷେପ ନେଉନଥିବା ଅଭିଯୋଗରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe