ଶ୍ୟାମ ଡିଆରଆଇରେ ଅଗ୍ନିକାଣ୍ଡ

Advertisment
ଶ୍ୟାମ ଡିଆରଆଇରେ ଅଗ୍ନିକାଣ୍ଡ

ରେଂଗାଲି : ସମ୍ବଲପୁର ଜିଲ୍ଲା ରେଂଗାଲି ନିକଟ ଶ୍ୟାମ ଡିଆରଆଇ କାରଖାନାର ଏସଏମଏସ ୧ ୟୁନିଟ୍‌ର କୁଲିଂ ଟାଓ୍ଵାରରେ ରବିବାର ରାତି ୯ଟା ସମୟରେ ନିଅାଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ହୋଇ ନଥିବା ବେଳେ ଉକ୍ତ ୟୁନିଟରେ କାର୍ଯ୍ୟ ବାଧାପ୍ରାପ୍ତ ରହିଛି। ନିଅାଁ ଲିଭାଇବାକୁ ରେଂଗାଲିରୁ ଦମକଳ ବାହିନୀ ପହଞ୍ଚିଥିଲେ। ରାତି ୧୧ଟା ସୁଦ୍ଧା ପ୍ରାୟ ୩ ଘଣ୍ଟା ପରେ ନିଅାଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe