ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ସାକ୍ଷୀଗୋପାଳ : ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ଟ୍ରେନରେ ଅଘଟଣ । ଅଳ୍ପକେ ଟଳିଲା ବିପଦ । ଶନିବାର ଦିନ ପୁରୀ-ଦୁର୍ଗ ଏକ୍ସପ୍ରେସ ପୁରୀରୁ ଛାଡ଼ିବା ପରେ ସାକ୍ଷୀଗୋପାଳ ଓ ପୁରୁଷୋତ୍ତମପୁର ମଝି ଅଞ୍ଚଳରେ ଏହାର ବ୍ରେକରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ରେଳବାଇ ବିଭାଗର କର୍ମଚାରୀମାନେ ପହଞ୍ଚି ମରାମତି କରିବା ପରେ ଟ୍ରେନଟି ଯାଇ ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌ରେ ପହଞ୍ଚିଛି। ଏହିଅଗ୍ନିକାଣ୍‌ହରେ ଟ୍ରେନ ଓ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe