ଜୁଆଆଡ୍ଡାରେ ଚଢ଼ାଉ, ୫ଜୁଆଡ଼ି ଗିରଫ

Advertisment
ଜୁଆଆଡ୍ଡାରେ ଚଢ଼ାଉ, ୫ଜୁଆଡ଼ି ଗିରଫ

ଜୟପୁର: ଶୁକ୍ରବାର ରାତିରେ ଜୟପୁର ସଦରଥାନା ପୁଲିସ ଅଚାନକ ଭାବେ ଗାଗନାପୁର ପାଣ୍ଡି ଅର୍ନ୍ତଗତ ବାଗ୍ରାଗୁଡା ଗାଁରେ ଚାଳୁଥିବା ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲେ। ସେଠାରୁ ୫ଜଣ ଜୁଆଡ୍ଡିଙ୍କୁ ଗିରଫ କରିବା ସହ ‌୩୬ହଜାର ଟଙ୍କା ଜବତ କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ଏହି ଜୁଆଡ୍ଡିଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe