ରାଉରକେଲା: ରାଉରକେଲା ମହାନଗର ପକ୍ଷରୁ ପାନପୋଷ ତାରିଣୀ ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କରାଯାଉଛି।
ଥଇଥାନ ନକରି ଉଛେଦକୁ ନେଇ ଦୋକାନୀ ଓ ଆରଏମସି କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି।
ଅଧିକ ପଢ଼ନ୍ତୁ: କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ହବ୍କୁ ପଠାଗଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର
ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ବୋଲି ଆରଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅଧିକ ପଢ଼ନ୍ତୁ: ପ୍ରସୂତୀ ୱାର୍ଡର ପାଇଖାନାରେ କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/12/TSpRNfWHzgjSfqATd8PY.jpeg)