ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବାଙ୍କୀ ଫରେଷ୍ଟର ବିଜୟ କୁମାର କୋଠି ନିଲମ୍ବିତ ହୋଇଥିବା ଜଣାଯାଇଛି। ରାଉରକେଲା ଡି ଏଫ ଓ ସଞ୍ଜୟ କୁମାର ସ୍ବାଇଁ ତାଙ୍କୁ ନିଲମ୍ବନ କରିଛନ୍ତି।
ସୂଚନାଯୋଗ୍ୟ, ଏକ ଜବତ ଗାଡ଼ିକୁ ରିଲିଜ କରିବା ପାଇଁ ଗତ ୧୯ ତାରିଖରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଫରେଷ୍ଟର ବିଜୟ କୁମାର କୋଠି ଗିରଫ ହୋଇଥିଲେ।
ରାଉରକେଲା: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଫରେଷ୍ଟର ନିଲମ୍ବିତ
Advertisment
Follow Us